STORYMIRROR

ବିଶ୍ୱାସ ଅଭିମାନେ ପବିତ୍ର ପରମାତ୍ମନ୍ ! କୁହ ତୁମେ କେଉଁ ଧର୍ମ କର ଆଚରଣ | ଅବୁଝା ମନ କୁ ବୁଝାଇବା ସହଜ ନୁହେଁ ସତ୍ୟ ହତାଶ ଜଣ ଭଲ ଭାବରେ ଚିହିଁବା ଭକ୍ତି ଦର୍ଶନ ଚରଣରେ ଅଶାନ୍ତି ଭାବରେ ମନଟି ଭାବରେ ଭେଦା ଭକତ ଅନ୍ଧାରରେ ଗୁହାରି ମହାମେରୁ ହସରେ ବନ୍ଧା

Oriya କେଉଁ ଭାବରେ Poems